ସତ୍ୟର ଦାସ Satyara dāsa

  • ଦେ. ବି ଓ ବିଣ — ଯେ ସତ୍ୟ ପାଇଁ ସର୍ବସ୍ୱ ତ୍ୟାଗ କରି ପାରେ — A servant of truth; a person who is ready to sacrifice everything for truth or for keeping his vow
  • ଦେ. ବି ଓ ବିଣ — ସତ୍ୟନିଷ୍ଠ (ବ୍ଯକ୍ତି) — One who has dedicated his life to the service of truth
  • ଦେ. ବି ଓ ବିଣ — ସତ୍ୟପ୍ରତିଜ୍ଞ — True to one's vows