ସତ୍ୟଭାଷୀ Satya bhāshī

  • ସଂ. ବିଣ. ପୁଂ (ସତ୍ୟଭାଷିନ୍ ଶବ୍ଦ; ସତ୍ୟ+ଭାଷ୍. ଧାତୁ—କହିବା+କର୍ତ୍ତୃ. ଇନ) — ସତ୍ୟବାଦୀନ୍ — Truthful; speaking the truth