ସତ୍ୟଭାରତ Satyabhārata

  • ସଂ. ବି (ବହୁବ୍ରୀହି; ସତ୍ୟ+ଭାରତ=ମହାଭାରତ) — ମହାଭାରତ ପ୍ରଣେତା ବେଦବ୍ୟାସ — Name of Byāsa; the author of the Mahābhārata