ସତ୍ୟବ୍ରତ Satyabrata
- ସଂ. ବିଣ. ପୁଂ—(ବହୁବ୍ରୀହି; ସତ୍ୟ ଅଟେ ବ୍ରତ ଯାହାର) — ସତ୍ୟନିଷ୍ଠ (ଦେଖ) — Satyanisṭha (See)
- ବି — ଭୀଷ୍ମଙ୍କର ନାମାନ୍ତର — A name of a Bhīshma
- ବି — ସୂର୍ଯ୍ୟବଂଶୀୟ ଜନୈକ ରାଜା — Name of a king of the Solar dynasty
- ଦେ. ବି. ପୁଂ — ଲୋକଙ୍କ ନାମ — A name given to males