ସତ୍ୟବାଦୀ କମିଟି Satyabādī kamiṭi

  • ଦେ. ବି — ସତ୍ୟବାଦୀ ମନ୍ଦିର ପରିଚାଳନାର୍ଥ ଜିଲ୍ଲାଜଜ୍ଙ୍କ ଦ୍ୱାରା 1863 ସାଲର 20 ଆଇନ୍ ଅନୁସାରେ ନିଯୁକ୍ତ (ବର୍ତ୍ତମାନ 5 ଜଣ ମେମ୍ବର ସମ୍ବଳିତ) ସମିତି — ସତ୍ୟବାଦୀ ମନ୍ଦିର ପରିଚାଳନାର୍ଥ ଜିଲ୍ଲାଜଜ୍ଙ୍କ ଦ୍ୱାରା1863ସାଲର20ଆଇନ୍ ଅନୁସାରେ ନିଯୁକ୍ତ (ବର୍ତ୍ତମାନ5ଜଣ ମେମ୍ବର ସମ୍ବଳିତ) ସମିତି—The Sākhigopāl Endowment Committee appointed by the District Judge under Act 20 of 1863
  • ଦେ. ବି — [ଦ୍ର—ସତ୍ୟବାଦୀଠାରେ ଇଉନିୟନ୍ କମିଟି, ଡାକ୍ତରଖାନା କମିଟି ଆଦି ଅନ୍ଯ କମିଟିମାନ ଥିଲେ ସୁଦ୍ଧା, 'ମନ୍ଦିର କମିଟି' ପ୍ରସିଦ୍ଧ ଥିବାରୁ ସତ୍ୟବାଦୀ କମିଟି କହିଲେ ସାଧାରଣତଃ ସତ୍ୟବାଦୀ ମନ୍ଦିର କମିଟି ବୋଲି ଲୋକ ବୁଝନ୍ତି।]