ସତ୍ୟବଚାଃ Satyabachāḥ

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି; ସତ୍ୟ+ବଚସ୍; ସତ୍ୟ ଅଟେ ବଚସ୍=ବାକ୍ୟ ଯାହାର) — ସତ୍ୟବାଦୀ — Truthful
  • ବି — ଋଷି; ମୁନି — A sage; hermit