ସତ୍ୟପ୍ରସାଦ ସର୍ବାଧିକାରୀ Satyaprasāda Sarbādhikārī
- ଦେ. ବି. (ନାମ) — ବଙ୍ଗ ଦେଶର ଜଣେ ସ୍ୱନାମପ୍ରସିଦ୍ଧ ସ୍ୱର୍ଗୀୟ ବ୍ଯକ୍ତି — Name of a late celebrated Bengalee doctor
- ଦେ. ବି. (ନାମ) — [ଦ୍ର—ଏ ହୁଗୁଳି ଜିଲ୍ଲାରେ 1858 ରେ ଜନ୍ମଗ୍ରହଣ କରିଥିଲେ। ଏ କଲିକତା ମେଡ଼ିକାଲ୍ କଲେଜରୁ ପାଶ୍ କରି କଲିକତାରେ ଡାକ୍ତରି କରୁଥିଲେ। ଏ ବିଲାତର ରାସାୟନିକ ସଙ୍ଘର ମେମ୍ବର ନିର୍ବାଚିତ ହୋଇ—ପୃଥିବୀ ବିଖ୍ୟାତ ଫ୍ରୀ ମାସନ୍ — [ଦ୍ର—ଏ ହୁଗୁଳି ଜିଲ୍ଲାରେ1858ରେ ଜନ୍ମଗ୍ରହଣ କରିଥିଲେ ଏ କଲିକତା ମେଡ଼ିକାଲ୍ କଲେଜରୁ ପାଶ୍ କରି କଲିକତାରେ ଡାକ୍ତରି କରୁଥିଲେ ଏ ବିଲାତର ରାସାୟନିକ ସଙ୍ଘର ମେମ୍ବର ନିର୍ବାଚିତ ହୋଇ—ପୃଥିବୀ ବିଖ୍ୟାତ ଫ୍ରୀ ମାସନ୍(Free mason)ନାମକ ସାର୍ବଜନୀନ ଉଦାର ଧର୍ମ ସମ୍ପ୍ରଦାୟରେ ଗୋଟିଏ ଉଚ୍ଚପଦ(Part-assistant Grand Director of Ceremonies of England)ଲାଭ କରିଥିଲେ ଅନ୍ଯ ଭାରତବାସୀଙ୍କ ଭାଗ୍ୟରେ ଏ ସାମ୍ପ୍ରଦାୟିକ ଉଚ୍ଚ ପଦବୀ ଆଜିଯାଏ ଘଟିନାହିଁ]