ସତ୍ୟପ୍ରତିଜ୍ଞ Satyapratijn̄a
- ସଂ. ବିଣ. ପୁଂ (ବହୁବ୍ରୀହି; ସତ୍ୟ+ପ୍ରତିଜ୍ଞା; ସତ୍ୟ ଅଟେ ପ୍ରତିଜ୍ଞା ଯାହାର) — ଯେ ପ୍ରତିଜ୍ଞାପାଳନ ବିଷୟରେ ଅଟଳ — Rigid or unalterable in the keeping of one's promise
- ସଂ. ବିଣ. ପୁଂ (ବହୁବ୍ରୀହି; ସତ୍ୟ+ପ୍ରତିଜ୍ଞା; ସତ୍ୟ ଅଟେ ପ୍ରତିଜ୍ଞା ଯାହାର) — ଦୃଢ଼ପ୍ରତିଜ୍ଞ — Resolute