ସତ୍ୟନିଷ୍ଠ Satyanishṭha

  • ସଂ. ବିଣ. ପୁଂ (ବହୁବ୍ରୀହି; ସତ୍ୟ+ନିଷ୍ଠା; ସତ୍ୟରେ ନିଷ୍ଠା ଯାହାର) — ସତ୍ୟବାଦୀ; ଯେ ସର୍ବଦା ସତ୍ୟ କହିବାକୁ ଦୃଢ଼ ବ୍ରତ କରିଥାଏ — Resolved to speak the truth
  • ସଂ. ବିଣ. ପୁଂ (ବହୁବ୍ରୀହି; ସତ୍ୟ+ନିଷ୍ଠା; ସତ୍ୟରେ ନିଷ୍ଠା ଯାହାର) — ସତ୍ୟ ବା ପ୍ରତିଜ୍ଞା ପାଳନ କରିବାକୁ ଦୃଢ଼ବ୍ରତ — Resolved to keep one's vow or solemn promise
  • ସଂ. ବିଣ. ପୁଂ (ବହୁବ୍ରୀହି; ସତ୍ୟ+ନିଷ୍ଠା; ସତ୍ୟରେ ନିଷ୍ଠା ଯାହାର) — ସତ୍ୟାନୁରାଗୀ — Attached to truth; devoted to the cause of truth