ସତ୍ୟତପାଃ Satya tapāḥ
- ସଂ. ବି. ପୁଂ — (ସତ୍ୟ+ତପସ୍, 1 ମା. 1 ବ) — (ସତ୍ୟ+ତପସ୍,1ମା.1ବ)
- ସଂ. ବି. ପୁଂ — ମୁନି ବିଶେଷ — Name of a sage
- ସଂ. ବି. ପୁଂ — [ଦ୍ର—ଏ ପ୍ରଥମେ ବ୍ୟାଧ ଥିଲେ, ପରେ ତପସ୍ୟା ଦ୍ୱାରା ଦୁର୍ବାସାଙ୍କ ବରରେ ଏହି ନାମଧାରୀ ସର୍ବ— ଶାସ୍ତ୍ରଜ୍ଞ ମୁନି ହୋଇଥିଲେ। (ବରାହ ପୁରାଣ ସତ୍ୟତପାଃ— ଉପଖ୍ୟାନାଧ୍ୟାୟ)]