ସତ୍ୟ ଲୋକ Satya loka

  • ସଂ. ବି (କର୍ମଧା; ସତ୍ୟ+ଅବିନଶ୍ୱର ଅଟେ ଯେଉଁ ଲୋକ —ଭୁବନ) — ସପ୍ତଲୋକାନ୍ତର୍ଗତ ଉଚ୍ଚତମ ଲୋକ; ବ୍ରହ୍ମଲୋକ; ବିଷ୍ଣୁଲୋକ — The highets of the 7 worlds according to the Hindu mythology
  • ସଂ. ବି (କର୍ମଧା; ସତ୍ୟ+ଅବିନଶ୍ୱର ଅଟେ ଯେଉଁ ଲୋକ —ଭୁବନ) — [ଦ୍ର—ସପ୍ତଲୋକ; ଯଥା—ଭୁଃ; ଭୁବଃ, ସ୍ୱଃ, ମହଃ, ଜନଃ, ତପଃ, ସତ୍ୟମ୍। ଏହି ସତ୍ୟଲୋକରେ ବ୍ରହ୍ମା ଓ ବିଷ୍ଣୁ ବାସ କରନ୍ତି। ଏହି ଲୋକକୁ ଦେହାନ୍ତେ ବିଷ୍ଣୁ ଭକ୍ତ, ସତ୍ୟବ୍ରତ ବ୍ଯକ୍ତିମାନେ ଯଆନ୍ତି। ଏଠାକୁ ଗଲେ ଆଉ ମନୁଷ୍ୟ ପୃଥିବୀର ଜନ୍ମଗ୍ରହଣ କରନ୍ତି ନାହିଁ।]