ସତ୍ୟ ନିଷ୍ଠା Satya nishṭhā

  • ସଂ. ବିଣ. ସ୍ତ୍ରୀ (ସତ୍ୟନିଷ୍ଠ+ଆ) — ସତ୍ୟନିଷ୍ଠାର ସ୍ତ୍ରୀଲିଙ୍ଗ — The feminine of Satyanishṭha
  • ବି. ( 7 ମୀ ତତ୍; ସତ୍ୟରେ ନିଷ୍ଠା) — ସତ୍ୟରେ ବା ସତ୍ୟ ବିଷୟରେ ନିଷ୍ଠା — Rigidity or constancy in the observance of Satya (truth or one's solemn vow)