ସତ୍ୟ କହିବା Satya kahibā

  • ଦେ. କ୍ରି — ସତ୍ୟ କଥା କହିବା — To speak the truth
  • ଦେ. କ୍ରି — [ଉ—ଶପଥ ଶତ ଅଛି କହିବଟି ସତ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଶ. ଗୀତ।]