ସତ୍ରିଜାତକ Satrijātaka

  • ସଂ. ବି (ବୈଦ୍ଯକ; ସ=ସହିତ+ତ୍ରିଜାତକ=ଡାଳ— ଚିନି, ଅଳାଇଚ ଓ ତେଜପତ୍ର) — ମାଂସ ତର— କାରୀବିଶେଷ — A kind of meat-curry
  • ସଂ. ବି (ବୈଦ୍ଯକ; ସ=ସହିତ+ତ୍ରିଜାତକ=ଡାଳ— ଚିନି, ଅଳାଇଚ ଓ ତେଜପତ୍ର) — [ଦ୍ର—ମାଂସକୁ ବହୁପରିମିତ ଘୃତରେ ଭାଜିବା ଅବସ୍ଥାରେ ତହିଁ ଉପରେ ମୁହୁର୍ମୁହୁ ପାଣି ଛିଞ୍ଚୁଥିବ ଓ ତହିଁରେ ଜୀରା ଆଦି ମସଲାର ଗୁଣ୍ଡା ଛିଞ୍ଚୁଥିବ। ଏପରି ଭାବରେ ସନ୍ତୁଳା ହୋଇଥିବା ଶୁଖିଲା ମାଂସକୁ "ପରିଶୁଷ୍କ" କହନ୍ତି। ଏହିପରି ଶୁଷ୍କ ମାଂସକୁ ଘୃତ ଓ ତକ୍ରରେ ବଘାରି ତ୍ରିଜାତକ (ଡାଳଚିନି, ଅଳାଇଚ ଓ ତେଜପତ୍ର) ମିଶାଇ ତିଆରି କରାଯିବା ତରକାରୀର ନାମ ସତ୍ରି ଜାତକ—ଶବ୍ଦଚନ୍ଦ୍ରିକା।]