ସତ୍ତ୍ୱସ୍ଥ Sattwastha

  • ସଂ. ବିଣ—(ସତ୍ତ୍ୱ+ସ୍ଥା ଧାତୁ+କର୍ତ୍ତୃ ଅ) — ସତ୍ତ୍ୱଗୁଣ ପ୍ରଧାନ (ବ୍ଯକ୍ତି) — (a person) In whom moral virtues predominate