ସତ୍ତ୍ୱବାନ୍ Sattwabān

  • ସଂ. ବିଣ. ପୁଂ — (ସତ୍ତ୍ୱ+ଅଛି ଅର୍ଥରେ ବତ୍; 1 ମା. 1 ବ) — (ସତ୍ତ୍ୱ+ଅଛି ଅର୍ଥରେ ବତ୍;1ମା.1ବ)
  • ସଂ. ବିଣ. ପୁଂ — ସତ୍ତ୍ୱଗୁଣ ବିଶିଷ୍ଟ — Possessing moral goodness
  • ସଂ. ବିଣ. ପୁଂ — ସ୍ଥାୟୀ — Permanent
  • ସଂ. ବିଣ. ପୁଂ — ସ୍ୱଭାବିକ — Natural
  • ସଂ. ବିଣ. ପୁଂ — ଧାର୍ମିକ — Virtuous; pious
  • ସଂ. ବିଣ. ପୁଂ — ନିଷ୍ପାପ — Sinless
  • ଦେ. ବିଣ (କଚିରିଆ) — ସତ୍ୱବାନ୍ (ଦେଖ) — Satwabān (See)