ସତ୍ତ୍ୱ ଗୁଣ Sattwa guṇa

  • ସଂ. ବି — ସତ୍ତ୍ୱ 5 (ଦେଖ) — ସତ୍ତ୍ୱ5(ଦେଖ)—Sattwa 5 (See)
  • ସଂ. ବି — [ଦ୍ର—ସତ୍ତ୍ୱ, ରଜଃ ଓ ତମଃ—ଏହି ତିନିଗୋଟି ପ୍ରକୃତିର ଗୁଣ; ଜୀବାତ୍ମା ଏହି ଗୁଣତ୍ରୟ ଦ୍ୱାରା ସଂସାରରେ ଆବଦ୍ଧ ହୁଏ। ଏହି ସତ୍ତ୍ୱଗୁଣ ନିର୍ମଳ, ପ୍ରକାଶକ ଓ ଅନାମୟ; ଏହା ମନୁଷ୍ୟକୁ ସର୍ବଦା ସୁଖରେ ଓ ଜ୍ଞାନରେ ଆବଦ୍ଧ କରି ରଖେ। ଯେଉଁ ପଦାର୍ଥ ଦ୍ୱାରା ପରମାୟୁ, ସତ୍ତ୍ୱ, ବଳ, ଆରୋଗ୍ୟ, ସୁଖ ଓ ପ୍ରୀତି ବଢ଼େ ଓ ଯାହା ରସମୟ, ହୃଦୟଗ୍ରାହୀ, ସ୍ଥିର ଓ ସ୍ନିଗ୍ଧ ଖାଦ୍ୟପଦାର୍ଥ, ତାହା ସାଢ୍ୱିକ ପ୍ରକୃତିବିଶିଷ୍ଟ ଲୋକର ପ୍ରିୟ]