ସତ୍ତ୍ରି Sattri

  • ସଂ. ବି (ସଦ୍. ଧାତୁ=ଗମନ କରିବା; ହିଂସା କରିବା+କର୍ତ୍ତୃ. ତ୍ରି) — ମେଷ; ମେଣ୍ଢା — Sheep
  • ସଂ. ବି (ସଦ୍. ଧାତୁ=ଗମନ କରିବା; ହିଂସା କରିବା+କର୍ତ୍ତୃ. ତ୍ରି) — ହସ୍ତୀ — Elephant
  • ବିଣ — ଜୟଶୀଳ — Conquering; victorious