ସତ୍କ୍ରିୟ Sat-kriya

  • ସଂ. ବିଣ. ପୁଂ. (ବହୁବ୍ରୀହି; ସତ୍+କ୍ରିୟା) — ସତ୍ କର୍ମକାରୀ — Doing good or pious acts
  • ସଂ. ବିଣ. ପୁଂ. (ବହୁବ୍ରୀହି; ସତ୍+କ୍ରିୟା) — ଧାର୍ମିକ — Virtuous; pious