ସତ୍କ୍ରିୟା Sat-krīyā

  • ସଂ. ବି. (କର୍ମଧା; ସତ୍+କ୍ରିୟା) — ସତ୍ କର୍ମ (ଦେଖ) — Sat-karma (See)
  • ସଂ. ବି. (କର୍ମଧା; ସତ୍+କ୍ରିୟା) — ସତ୍କାର (ଦେଖ) — Satkāra (See)
  • ସଂ. ବି. (କର୍ମଧା; ସତ୍+କ୍ରିୟା) — [ଉ—ଲଭିଲ ଦେଖାଇ ଜଗତେ ଯୋଗ୍ୟତା, ସତ୍କ୍ରିୟାରୂପେ ଏ ରୂପକଳ୍ପଲତା—ରାଧାନାଥ, ଚିଲିକା।]
  • ସଂ. ବିଣ. ସ୍ତ୍ରୀ — ସତ୍କ୍ରିୟାର ସ୍ତ୍ରୀଲିଙ୍ଗ — Feminine of Sat-kriya