ସତ୍କୃତ Sat-kṛuta

  • ସଂ. ବିଣ. (ସତ୍+କୃ ଧାତୁ+କର୍ମ. ତ) — ସମ୍ମାନିତ; ସମାଦୃତ — Respected; honoured; hospitably entertained
  • ସଂ. ବିଣ. (ସତ୍+କୃ ଧାତୁ+କର୍ମ. ତ) — ପୁରସ୍କୃତ — Rewarded
  • ସଂ. ବିଣ. (ସତ୍+କୃ ଧାତୁ+କର୍ମ. ତ) — ପୂଜିତ — Worshipped; revered
  • ବି. (ସହସ୍ରନାମୋକ୍ତ) ବିଷ୍ଣୁ — An epithet of Bishṇu