ସତ୍ ପ୍ରତିପକ୍ଷ Sat-pratipaksha
- ସଂ. ବି. (କର୍ମଧା) — ତୁଲ୍ୟ ପ୍ରତିଯୋଗୀ — A suitable rival
- ସଂ. ବି. (କର୍ମଧା) — (ନ୍ଯାୟଶାସ୍ତ୍ର) ସାଧ୍ୟାଭାବ ବ୍ୟାପ୍ୟବତ୍ ପକ୍ଷ; ପ୍ରକୃତ ବା ଯୁକ୍ତିଯୁକ୍ତ କାରଣ— ଉପରେ ସ୍ଥାପିତ ଅନୁମାନ — (Logic) A guess based on reasoning; reasonable proposition