ସତ୍ ଚାକର Sat-chākara

  • ଦେ. ବି — ନିମକସଚ୍ଚା ଭୃତ୍ୟ — A servant true to his salt
  • ଦେ. ବି — ଯେଉଁ ଚାକର ସ୍ୱାମୀଙ୍କ ଧନାଦି ଚୋରି କରେ ନାହିଁ — Honest servant