ସତ୍ କର୍ମ Sat-karma

  • ସଂ. ବି — ବେଦବିହିତ କର୍ମ — Ceremonies or acts prescribed by thye Vedas
  • ସଂ. ବି — [ଦ୍ର— ପ୍ରଶସ୍ତ କର୍ମ ପ୍ରତି ସତ୍ ଶବ୍ଦ ପ୍ରୟୋଗ କରାଯାଏ। ସଦ୍ଭାବ ଓ ସାଧୁଭାବରେ ସତ୍ ଶବ୍ଦ ପ୍ରଯୁକ୍ତ ହୁଏ। ଯଜ୍ଞ, ତପସ୍ୟା ଓ ଦାନ ସମ୍ବନ୍ଧୀୟ କର୍ମକୁ ସତ୍ କର୍ମ ବୋଲାଯାଏ। ଅଶ୍ରଦ୍ଧାରେ ଯାହା ହୁତ, ଦତ୍ତ, ତପ୍ତ ଓ କୃତ ହୁଏ ତାହାକୁ ଅସତ୍ ବୋଲାଯାଏ—ଭଗବତ୍ଗୀତା— 17 ଅଧ୍ୟାୟ; 26 - 28 ଶ୍ଳୋକ।] — [ଦ୍ର— ପ୍ରଶସ୍ତ କର୍ମ ପ୍ରତି ସତ୍ ଶବ୍ଦ ପ୍ରୟୋଗ କରାଯାଏ ସଦ୍ଭାବ ଓ ସାଧୁଭାବରେ ସତ୍ ଶବ୍ଦ ପ୍ରଯୁକ୍ତ ହୁଏ ଯଜ୍ଞ, ତପସ୍ୟା ଓ ଦାନ ସମ୍ବନ୍ଧୀୟ କର୍ମକୁ ସତ୍ କର୍ମ ବୋଲାଯାଏ ଅଶ୍ରଦ୍ଧାରେ ଯାହା ହୁତ, ଦତ୍ତ, ତପ୍ତ ଓ କୃତ ହୁଏ ତାହାକୁ ଅସତ୍ ବୋଲାଯାଏ—ଭଗବତ୍ଗୀତା—17ଅଧ୍ୟାୟ;26-28ଶ୍ଳୋକ]
  • ସଂ. ବି — ସାଧୁ କାର୍ଯ୍ୟ; ଉତ୍ତମ କାର୍ଯ୍ୟ; — Good acts
  • ସଂ. ବି — ପୁଣ୍ୟଜନକ କାର୍ଯ୍ୟ — Pious act; virtuous act
  • ସଂ. ବି — ଧର୍ମ କାର୍ଯ୍ୟ — Religious act
  • ସଂ. ବି — ପରୋପକାର — Charitable act; good service rendered to others