ସତେଇଶି ପୁରୁଷ Sateiṡi purusha

  • ଦେ. ବି — କୌଣସି ବ୍ଯକ୍ତିର ଊର୍ଦ୍ଧ୍ୱତନ ଓ ଅଧସ୍ତନ ବହୁପୁରୁଷ — Many generations of a man's progenitors and successors
  • ଦେ. ବି — (ଯଥା—ଏ କଥା ତ ଆମ ସତାଇଶ ପୁରୁଷରେ ଦେଖା ନ ଥିଲା।)