ସତେଇଶା ଶଏ, ସତେଇଶା ଶଅ Sateiṡā ṡae(a)

  • ଦେ.ବି ଓ ବିଣ. (ସଂଖ୍ୟାବାଚକ, ସଂ. ସପ୍ତବିଂଶତି+ଶତ) — ଏକ ଶହରୁ ସତେଇଶ ଅଧିକ ସଂଖ୍ୟା — One hundred twenty-seven
  • ଦେ.ବି ଓ ବିଣ. (ସଂଖ୍ୟାବାଚକ, ସଂ. ସପ୍ତବିଂଶତି+ଶତ) — [ଦ୍ର—ଏହିପରି ସତା(ତେ)ଇଶା ଦୁଇ ଶହ ( 227 ) ହୁଏ।] — [ଦ୍ର—ଏହିପରି ସତା(ତେ)ଇଶା ଦୁଇ ଶହ (227) ହୁଏ]