ସତେଇ ହବା Satei habā
- ଦେ. କ୍ରି — ଭଲେଇ ହେବା; ଆପଣାର ସାଧୁତା ଦେଖାଇ ହେବା ବା କହି ହେବା — To show off one's honesty; to boast of one's honesty
- ଦେ. କ୍ରି — ନିଜର ନିଷ୍କଳଙ୍କତ୍ୱ ପଦାରେ କହି ବୁଲିବା — To boast that one has no blemishes or secrets to be ashamed of
- ଦେ. କ୍ରି — ଆପଣାର ସତୀତ୍ୱ ଦେଖାଇ ହେବା — To boast of one's chastity
- ଦେ. କ୍ରି — (ଉ—ସତୀ ଲୋ! ସତେଇ ହଉଛୁ କେତେ! ତୋହୋ ଘର ନିଆଁ ଅଣ୍ଟିରେ ପୂରେଇ, ଖତେଇ ହଉଛୁ ମତେ! ଢଗ।)