ସତୃଷ୍ଣ Satṛushṇa

  • ସଂ. ବିଣ (ସ+ତୃଷ୍ଣା; ସହାର୍ଥ ବହୁବ୍ରୀହି) — ତୃଷାଯୁକ୍ତ; ପିପାସୁ — Thirsty
  • ସଂ. ବିଣ (ସ+ତୃଷ୍ଣା; ସହାର୍ଥ ବହୁବ୍ରୀହି) — ସସ୍ପୃହ — Full of hankering
  • ସଂ. ବିଣ (ସ+ତୃଷ୍ଣା; ସହାର୍ଥ ବହୁବ୍ରୀହି) — ସାଗ୍ରହ; ଅତ୍ୟନ୍ତ ଆଗ୍ରହଯୁକ୍ତ (ଦୃଷ୍ଟି) — Very eager (look)