ସତୁରାଶହେ Saturāṡahe

  • ଦେ. ବି. ଓ ବିଣ (ସଂଖ୍ୟା; ସଂ. ସପ୍ତତ୍ୟୁତ୍ତର ଶତ) — ଏକ ଶହ ସତୁରି; 170 — ଏକ ଶହ ସତୁରି;170—One hundred and seventy; 170
  • ଦେ. ବି. ଓ ବିଣ (ସଂଖ୍ୟା; ସଂ. ସପ୍ତତ୍ୟୁତ୍ତର ଶତ) — (ଯଥା— 17 ଦଶାଁ ସତୁରା ଶହେ ପଣ ଦଶ କାହାଣ ଦଣ ପଣ—ପଣକିଆ।) — (ଯଥା—17ଦଶାଁ ସତୁରା ଶହେ ପଣ ଦଶ କାହାଣ ଦଣ ପଣ—ପଣକିଆ)
  • ଦେ. ବି. ଓ ବିଣ (ସଂଖ୍ୟା; ସଂ. ସପ୍ତତ୍ୟୁତ୍ତର ଶତ) — [ଦ୍ର—ଏହିପରି ସତୁରା ଦୁଇଶ= 270 ।] — [ଦ୍ର—ଏହିପରି ସତୁରା ଦୁଇଶ=270]