ସତିରିଶାଶଏ, ସତିରିଶାଶହେ Satiriṡāṡae(he)
- ଦେ. ବି. ଓ ବିଣ (ସଂଖ୍ୟାବାଚକ; ସଂ. ସପ୍ତ—ତ୍ରିଂଶୋତ୍ତରଶତ) — ଏକଶ ସତତିରିଶ; 137 — ଏକଶ ସତତିରିଶ;137—One hundred thirty-seven; 137
- ଦେ. ବି. ଓ ବିଣ (ସଂଖ୍ୟାବାଚକ; ସଂ. ସପ୍ତ—ତ୍ରିଂଶୋତ୍ତରଶତ) — (ଯଥା—ଏହିପରି ସତିରିଶା ଦୁଇଶହ= 237 ହୁଏ।) — (ଯଥା—ଏହିପରି ସତିରିଶା ଦୁଇଶହ=237ହୁଏ)