ସତାର ମଦାର୍ Satār madār

  • ବୈଦେ. ବି. (ଫା. ସହଚର ଶବ୍ଦ) — ସହି ସମ୍ଭାଳିବା; କାଳ ବିଳମ୍ବ — Waiting deferring of a matter to some future time
  • ବୈଦେ. ବି. (ଫା. ସହଚର ଶବ୍ଦ) — [ଦ୍ର—'ସତାର'ର ଅର୍ଥ କାଳ ବିଳମ୍ବ ପାଇଁ ଅପେକ୍ଷା ଓ 'ମଦାର'ର ଅର୍ଥ କୌଣସି କାର୍ଯ୍ୟସାଧନାର୍ଥ ଅନ୍ଯ ବ୍ଯକ୍ତି ଉପରେ ଭାର ଦେବା। ଉଭୟ କାର୍ଯ୍ୟରେ ଫଳତଃ କାର୍ଯ୍ୟ— ସାଧନରେ ବିଳମ୍ବ ଘଟେ।]