ସତାର ମଦାର୍ କରିବା Satār madār karibā
- ଦେ. କ୍ରି — କୌଣସି କାର୍ଯ୍ୟସାଧନାର୍ଥ କାଳ ବିଳମ୍ବକୁ ସମ୍ଭାଳିବା ବା ମହଲତ ଦେବା — To brook delay; to grant postponement
- ଦେ. କ୍ରି — କୌଣସି କାର୍ଯ୍ୟସାଧନ ପାଇଁ ମହଲତ ବା ସମୟ ନେବା — To take time; to get time by praying for postponement