ସତାନି ପତାନି ଉଝାଳିବା Satāni patāni ujhāḻibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଊର୍ଦ୍ଧ୍ୱତନ ଓ ଅଧସ୍ତନ ବହୁ ପୁରୁଷଙ୍କ ଲକ୍ଷ୍ୟ କରି ଗାଳି ଦେବା — To abuse a person by alluding to innumerable generations of his progenitors and descendants