ସତାଇଶ, ସତାଇଶି Satāiṡa(i)

  • ଦେ. ବି ଓ ବିଣ. (ସଂଖ୍ୟା; ସଂ. ସପ୍ତବିଂଶ; ସପ୍ତବିଂଶତି) — ସପ୍ତବିଂଶତି; ସାତ ଅଧିକ କୋଡ଼ିଏ — Twenty-seven; 27
  • ଦେ. ବି ଓ ବିଣ. (ସଂଖ୍ୟା; ସଂ. ସପ୍ତବିଂଶ; ସପ୍ତବିଂଶତି) — [ଉ—ସତାଇଶି କନ୍ଯା ପାଇଲେ କଳାକର— କୃଷ୍ଣସିଂହ, ମହାଭାରତ, ଆଦି।]