ସତାଇଶ ହଜାରିଆ, ସତାଇଶି ହଜାରିଆ Satāiṡa(i) hajāriā

  • ଦେ. ବିଣ — ଧନୀ (ବ୍ଯକ୍ତି) — Very rich
  • ଦେ. ବିଣ — ଯାହାର ଅନେକ ହଜାର ଟଙ୍କା ଗଚ୍ଛିତ ଅଛି — Having a rich hoard or cash