ସତାଇଶ ଯୋଗ Satāiṡa j̄oga
- ଦେ. ବି — ଜ୍ୟୋତିଷୋକ୍ତ ସପ୍ତବିଂଶ ଶୁଭା— ଶୁଭ ଯୋଗମାନ — The 27 astrological conjuction
- ଦେ. ବି — [ଦ୍ର— 27 ଯୋଗ ଯଥା— 1 ବିଷ୍କମ୍ଭ, 2 ପ୍ରୀତି, 3 ଆୟୁଷ୍ମାନ୍, 4 ସୌଭାଗ୍ୟ, 5 ଶୋଭନ, 6 ଅତିଗଣ୍ଡ, 7 ସୁକର୍ମା, 8 ଧୃତି, 9 ଶୂଳ, 10 ଗଣ୍ଡ, 11 ବୃଦ୍ଧି, 12 ଧ୍ରୁବ, 13 ବ୍ୟାଘାତ, 14 ହର୍ଷଣ, 15 ବଜ୍ର, 16 ଅସକ୍, 17 ବ୍ୟତିପାତ, 18 ବରୀୟାନ୍, 19 ପରିଘ, 20 ଶିବ, 21 ସାଧ୍ୟ, 22 ସିଦ୍ଧି, 23 ଶୁଭ, 24 ଶୁକ୍ର, 25 ବ୍ରହ୍ମ, 26 ଇନ୍ଦ୍ର, 27 ବୈଧୃତି।] — [ଦ୍ର—27ଯୋଗ ଯଥା—1ବିଷ୍କମ୍ଭ,2ପ୍ରୀତି, 3ଆୟୁଷ୍ମାନ୍,4ସୌଭାଗ୍ୟ,5ଶୋଭନ,6ଅତିଗଣ୍ଡ,7ସୁକର୍ମା,8ଧୃତି,9ଶୂଳ,10ଗଣ୍ଡ,11ବୃଦ୍ଧି,12ଧ୍ରୁବ,13ବ୍ୟାଘାତ,14ହର୍ଷଣ,15ବଜ୍ର,16ଅସକ୍,17ବ୍ୟତିପାତ,18ବରୀୟାନ୍,19ପରିଘ,20ଶିବ,21ସାଧ୍ୟ,22ସିଦ୍ଧି,23ଶୁଭ,24ଶୁକ୍ର,25ବ୍ରହ୍ମ,26ଇନ୍ଦ୍ର,27ବୈଧୃତି]