ସତାଇଶ ନକ୍ଷତ୍ର Satāiṡa nakshatra
- ଦେ. ବି — ଜ୍ୟୋତିଷଶାସ୍ତ୍ରୋକ୍ତ ସପ୍ତବିଂଶ ନକ୍ଷତ୍ର — The 27 asterisms or groups of stars taken as the bases of calculation of time and the motion of the planets and of the sun in Hindu astrology
- ଦେ. ବି — [ଦ୍ର—ଏମାନଙ୍କର ନାମ ଯଥା—( 1 ) ଅଶ୍ୱିନୀ, ( 2 ) ଭରଣୀ ବା ଦ୍ୱିଜା, ( 3 ) କୃତ୍ତିକା, ( 4 ) ରୋହିଣୀ, ( 5 ) ମୃଗଶିରଃ ବା ମୃଗ— ଶିରା, ( 6 ) ଆର୍ଦ୍ରା, ( 7 ) ପୁନର୍ବସୁ, ( 8 ) ପୁଷ୍ୟ ବା ପୁଷ୍ୟା, ( 9 ) ଅଶ୍ଳେଷା, ( 1 ) ମଘା, ( 11 ) ପୂର୍ବପାଲ୍ଗୁନୀ, ( 12 ) ଉତ୍ତରଫାଲ୍ଗୁନୀ, ( 13 ) ହସ୍ତା, ( 14 ) ଚିତ୍ରା, ( 15 ) ସ୍ୱାତି, ( 16 ) ବିଶାଖା, ( 17 ) ଅନୁରାଧା, ( 18 ) ଜ୍ଯେଷ୍ଠା, ( 19 ) ମୂଳା, ( 2 ) ପୂର୍ବାଷାଢ଼ା, ( 21 ) ଉତ୍ତରା— ଷାଢ଼ା, ( 22 ) ଶ୍ରବଣା, ( 23 ) ଧନିଷ୍ଠା, ( 24 ) ଶତଭିଷା, ( 25 ) ପୂର୍ବଭାଦ୍ରପଦ, ( 26 ) ଉତ୍ତର ଭାଦ୍ରପଦ, ( 27 ) ରେବତୀ। — [ଦ୍ର—ଏମାନଙ୍କର ନାମ ଯଥା—(1) ଅଶ୍ୱିନୀ, (2) ଭରଣୀ ବା ଦ୍ୱିଜା, (3) କୃତ୍ତିକା, (4) ରୋହିଣୀ, (5) ମୃଗଶିରଃ ବା ମୃଗ— ଶିରା, (6) ଆର୍ଦ୍ରା, (7) ପୁନର୍ବସୁ, (8) ପୁଷ୍ୟ ବା ପୁଷ୍ୟା, (9) ଅଶ୍ଳେଷା, (1) ମଘା, (11) ପୂର୍ବପାଲ୍ଗୁନୀ, (12) ଉତ୍ତରଫାଲ୍ଗୁନୀ, (13) ହସ୍ତା, (14) ଚିତ୍ରା, (15) ସ୍ୱାତି, (16) ବିଶାଖା, (17) ଅନୁରାଧା, (18) ଜ୍ଯେଷ୍ଠା, (19) ମୂଳା, (2) ପୂର୍ବାଷାଢ଼ା, (21) ଉତ୍ତରା— ଷାଢ଼ା, (22) ଶ୍ରବଣା, (23) ଧନିଷ୍ଠା, (24) ଶତଭିଷା, (25) ପୂର୍ବଭାଦ୍ରପଦ, (26) ଉତ୍ତର ଭାଦ୍ରପଦ, (27) ରେବତୀ
- ଦେ. ବି — କେହି କେହି ଜ୍ୟୋତିର୍ବିଦ୍ ଏହି 27 ନକ୍ଷତ୍ର ସଙ୍ଗେ 'ଅଭିଜିତ୍' — କେହି କେହି ଜ୍ୟୋତିର୍ବିଦ୍ ଏହି27ନକ୍ଷତ୍ର ସଙ୍ଗେ 'ଅଭିଜିତ୍'(Vega)ନାମକ ନକ୍ଷତ୍ରକୁ ମିଶାଇ28ନକ୍ଷତ୍ର ଗଣନା କରନ୍ତି ଉତ୍ତରାଷାଢ଼ାର ଶେଷ15ଦଣ୍ଡ ଶ୍ରବଣାର ପ୍ରଥମ4ଦଣ୍ଡକୁ ଅଭିଜିତ୍ ନକ୍ଷତ୍ର କହନ୍ତି—ଜ୍ଞାନେନ୍ଦ୍ର