ସତସ୍ତୁରା ଶହେ Satasturā ṡahe

  • ଦେ. ବି ଓ ବିଣ. (ସଂ. ସପ୍ତସପ୍ତତ୍ୟୁତ୍ତରଶତ) — ଏକଶ ସତସ୍ତରି; 177 — ଏକଶ ସତସ୍ତରି;177—One hundred seventy-seven; 177
  • ଦେ. ବି ଓ ବିଣ. (ସଂ. ସପ୍ତସପ୍ତତ୍ୟୁତ୍ତରଶତ) — [ଦ୍ର—ଏହିପରି ସତସ୍ତରା ଦୁଇଶହ= 277 ହୁଏ] — [ଦ୍ର—ଏହିପରି ସତସ୍ତରା ଦୁଇଶହ=277ହୁଏ]