ସତରଞ୍ଜ ଗୁଡ଼ି Sataran̄ja guṟḍ̠i
- ପ୍ରାଦେ. (ବାଲେଶ୍ୱର) ବି — ନାନା ରଙ୍ଗର ଅନେକ ଖଣ୍ଡ କାଗଜ ଯୋଡ଼ି ଯେଉଁ ଗୁଡ଼ି ତିଆରି ହୋଇଥାଏ — A kite which is made of pieces of paper of various colours
- ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହା ଦେଖିବାକୁ ସତରଞ୍ଜି ପରି ହୋଇଥିବାରୁ ଏପରି ନାମ ହୋଇଅଛି।]