ସତର କଥାରେ ସତୀ ଭୁଲେ Satara kathāre satī bhule

  • ଦେ. (ପ୍ରବଚନ) — ସ୍ୱାମୀଙ୍କ ପ୍ରତି ଭକ୍ତିମତୀ ସ୍ତ୍ରୀ ଲୋକମୁଖରୁ ସ୍ୱାମୀଙ୍କ ସମ୍ବନ୍ଧରେ (ସତର) ନାନା ଦୁର୍ନାମ ଶୁଣିଲେ ଉକ୍ତ ସ୍ତ୍ରୀର ମନ ମଧ୍ୟ ଭୁଲିଯାଏ ବା ସ୍ୱାମୀଙ୍କ ପ୍ରତି ବିମୁଖ ହୁଏ — Even a devoted woman becomes prejudiced against her husband on hearing many bad reports against her husband
  • ଦେ. (ପ୍ରବଚନ) — ସ୍ୱାମୀଙ୍କ ପ୍ରତି ଏକାନ୍ତ ଅନୁରକ୍ତା ସ୍ତ୍ରୀକୁ ସତର (ଅର୍ଥାତ୍ ନାନା ପ୍ରକାରେ ବା ବହୁବାର) ପ୍ରଲୋଭନଯୁକ୍ତ କଥା କହିଲେ ସେ ମଧ୍ୟ ସତୀତ୍ୱରୁ ବିଚଳିତା ହୁଏ — Even a chaste woman is led astray from the path of virtue by many honeyed and tempting words