ସତ ଫଳାଇବା Sata phaḻāibā

  • ଦେ. କ୍ରି — ମିଛ କଥାକୁ ସତ୍ୟ ବୋଲି ବିଶ୍ୱାସ କରାଇ କଥା କହିବା — To depict a false or untune matter as if it were true
  • ଦେ. କ୍ରି — ଆପଣାର କଥାକୁ ସତ୍ୟ ପ୍ରମାଣିତ କରାଇବା — To prove one's words to be true; to substantiate one's sayings