ସତ ଫଳାଇ କହିବା Sata phaḻāi kahibā

  • ଦେ. କ୍ରି — କହିବା କଥା ସତ୍ୟ ବୋଲି ଲୋକଙ୍କୁ ବିଶ୍ୱାସ କରାଇ କହିବା — To speak a thing, so as to make people belive it to be true