ସତ ତିରିଶ Sata tiriṡa

  • ଦେ. ବି. (ସଂ. ସପ୍ତ ତ୍ରିଂଶତ୍) — ତିରିଶରୁ ଅଧିକ ସାତ; 37 — ତିରିଶରୁ ଅଧିକ ସାତ;37—Thirty-seven
  • ଦେ. ବି. (ସଂ. ସପ୍ତ ତ୍ରିଂଶତ୍) — [ଉ—ସତ ତିରିଶେ ଜନେ ଜାଣ, ଶରଣାଗତ ପାଳ ଗୁଣ। ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।]