ସତ କରିବା Sata karibā

  • ଦେ. କ୍ରି — କୌଣସି ବାକ୍ୟରେ ବା କଥାରେ ବିଶ୍ୱାସ କିମ୍ବା ଆସ୍ଥା ସ୍ଥାପନ କରିବା; ସତ ମଣିବା — To believe a thing to be true
  • ଦେ. କ୍ରି — [ଉ—ବାହୁକ ଶୁଣିଣ ବୋଇଲେ ଏହା ମୁହିଁ, ନ ଗଣିଲେ କେବେ ସତ କରିବି ନାହିଁ। କୃଷ୍ଣସିଂହ, ମହାଭାରତ, ବନ।]
  • ଦେ. କ୍ରି — ସତ୍ୟ କରିବା; ଧର୍ମତଃ ପ୍ରତିଜ୍ଞା କରିବା — To promise or vow to do thing solemnly