ସଣ୍ଡୁଆଶି Saṇḍuāṡi

  • ଦେ. ବି. (ସଂ. ସନ୍ଦଂଶ; ସଣ୍ଡିଶ) — ବଣିଆ ଓ କମାର— ମାନଙ୍କର ଦ୍ୱିବାହୁକ ଯନ୍ତ୍ରବିଶେଷ (ଯାହାଦ୍ୱାରା; କୌଣସି ଦ୍ରବ୍ୟକୁ ପାଟିରେ କାମୁଡ଼ିଲା ପରି ଧରାଯାଇ ପାରେ) — A pair of pincers or tongs; pincers
  • ଦେ. ବି. (ସଂ. ସନ୍ଦଂଶ; ସଣ୍ଡିଶ) — [ଦ୍ର—ଚିମୁଟାର ଥଣ୍ଟ ଦୁଇଟି ସିଧା; ମାତ୍ର ସଣ୍ଡୁଆଶିର ଥଣ୍ଟ ବଙ୍କା।]