ସଣ୍ଡୀନ Saṇḍīna
- ସଂ. ବି. (ସମ୍=ସଙ୍ଗତ+ଡୀ ଧାତୁ=ଉଡ଼ିବା+ଭାବ. ତ) — ପକ୍ଷୀମାନଙ୍କର ଉଡ଼ିବାର ପ୍ରକାରବିଶେଷ; ପକ୍ଷୀମାନଙ୍କର ଉଡ଼ି କରି ବୃକ୍ଷାଦିରେ ପତନ — A kind of bird's flight consisting of alighting on trees
- ସଂ. ବି. (ସମ୍=ସଙ୍ଗତ+ଡୀ ଧାତୁ=ଉଡ଼ିବା+ଭାବ. ତ) — [ଦ୍ର—ପକ୍ଷୀମାନଙ୍କର ବସିବା ସ୍ଥାନରୁ ଉଡ଼ିବାକୁ ଉଦ୍ୟମର ନାମ ଡୀନ, ପ୍ରଥମେ ଉଡ଼ିବା କ୍ରିୟାର ନାମ 'ପ୍ରଡୀନ', ଆକାଶକୁ ଉଠିବା କ୍ରିୟାର ନାମ 'ଉଡ୍ଡୀନ' ଓ ଉଡ଼ି କରି ବୃଷାଦିରେ ପତନ କ୍ରିୟାର ନାମ 'ସଣ୍ଡୀନ'— ବିଶ୍ୱକୋଷ, ଭରତ।]
- ସଂ. ବିଣ. ପୁଂ — ଶୂନ୍ଯରୁ ବୃକ୍ଷାଦିରେ ବସିବା ଉଦ୍ଦେଶ୍ୟରେ ଉଡ଼ୁଥିବା (ପକ୍ଷୀ) — (bird) Flying from one place to a tree