ସଡ୍ୟ Sadya

  • ଦେ. ବିଣ (ସଂ. ସଦ୍ଯଃ) — ସଜ; ତଟକା — Fresh
  • ଦେ. ଅ; — ସଦ୍ଯଃ (ଦେଖ) — Sadyaḥ. (See)
  • ଦେ. ଅ; — ତତ୍କ୍ଷଣାତ୍ (ବିଶ୍ୱକୋଷ) — Immediately
  • ଦେ. ଅ; — ଅଳ୍ପକ୍ଷଣ ପୂର୍ବେ — Recently; freshly
  • ଦେ. ଅ; — ନୂତନହୋଇ — Newly