ସଡ୍ୟୋ ଦୁଗ୍ଧ Sadyo dugdha

  • ସଂ. ବି (ସଦ୍ୟୋ+ଦୁଗ୍ଧ) — ତଟକା ଦୁଧ; କିଛିକ୍ଷଣ ମାତ୍ର ପୂର୍ବେ ଦୁହାଁ ଯାଇଥିବା ଦୁଗ୍ଧ — Fresh milk