ସଡ୍ୟୋ ଜାତ Sadyo jāta
- ସଂ. ବିଣ. ପୁଂ (ସଦ୍ୟଃ+ଜାତ) — ବର୍ତ୍ତମାନ ଜନ୍ମ ହୋଇଥିବା — Recently born
- ସଂ. ବିଣ. ପୁଂ (ସଦ୍ୟଃ+ଜାତ) — ନବୋତ୍ପନ୍ନ — Newly produced
- ସଂ. ବି — କଅଁଳା ବାଛୁରୀ; ତର୍ଣ୍ଣକ — A newly born calf
- ସଂ. ବି — ଶିବଙ୍କ ମୂର୍ତ୍ତିବିଶେଷ — One of the incarnations of Mahādeba
- ସଂ. ବି — [ଦ୍ର—ଶିବରାତ୍ରି ବ୍ରତରେ ଶିବସ୍ନାନ ମନ୍ତ୍ର, ଯଥା—"ଓଁ ସଦ୍ୟୋ— ଜାତାୟ ନମଃ।"]