ସଡ୍ୟଃକୃତ Sadyaḥkṛuta

  • ସଂ. ବିଣ — କିଛିକ୍ଷଣ ପୂର୍ବେ କରା ଯାଇଥିବା — Recently done
  • ସଂ. ବିଣ — ତତ୍କ୍ଷଣାତ — Done immediately
  • ସଂ. ବି — ଆଖ୍ୟା — Appellation
  • ସଂ. ବି — ସଂଜ୍ଞା — Definition
  • ସଂ. ବି — ନାମ — Name